top of page
Abstract Lights
Abstract Lights
Abstract Lights
Abstract Lights
Abstract Lights
ମୋ କାହାଣୀ କୁ ଆପଣଙ୍କୁ ସ୍ୱାଗତ ।

ଆଜି କ'ଣ କରିବାକୁ ପସନ୍ଦ କରିବେ?

ମାଗଣାରେ ମନଇଚ୍ଛା ପଢନ୍ତୁ ।

କିଛି ଲେଖିକି ପ୍ରକାଶ କରନ୍ତୁ ।

ନିଜର ପରିଚୟ ସୃଷ୍ଟି କରନ୍ତୁ ।

ପ୍ରିୟ ଲେଖକଙ୍କୁ ଖୋଜନ୍ତୁ ।

ଗଳ୍ପ, କବିତା ଖୋଜନ୍ତୁ ।

ନିଜର ପ୍ରିୟ ଲେଖକ ଏବଂ ଲେଖିକାଙ୍କୁ ଖୋଜନ୍ତୁ ଏବଂ ମାଗଣାରେ ପଢନ୍ତୁ ।

ଆଗରୁ ଆପଣଙ୍କ ପ୍ରୋଫାଇଲ ଅଛି କି ? ଏହାକୁ ନିଜର କରନ୍ତୁ ।

 ମୋ କାହାଣୀ ଏକ ମୁକ୍ତ ମଞ୍ଚ ଅଟେ । ଏଠାରେ ପ୍ରକାଶିତ ସମସ୍ତ ତଥ୍ୟ, ଛବି ଓ ରଚନା ଗୁଡିକଙ୍କର ସତ୍ଵାଧିକାର ସୁରକ୍ଷିତ ଅଟେ । ସମସ୍ତ ତଥ୍ୟ, ଛବି ଏବଂ ରଚନାଗୁଡିକ ସାର୍ବଜନୀନରୂପେ ଗ୍ରହଣ କରାଯାଇଅଛି । ଯଦି ଆପଣଙ୍କର କୌଣସି ଅଭିଯୋଗ ଅଛି, ତେବେ ଦୟାକରି ଆମକୁ ସମ୍ପର୍କ କରନ୍ତୁ, ଆମେ ଉଚିତ ପଦକ୍ଷେପ ଗ୍ରହଣ କରିବୁ ।

ବିଭାଗ ଅନୁଯାୟୀ ପଢନ୍ତୁ ।
କିମ୍ବା, ସର୍ବାଧିକ ଲୋକପ୍ରିୟ ଲେଖାଗୁଡିକୁ ପଢନ୍ତୁ ।

ଲକ୍ଷ୍ମୀ ଛଡ଼ା ରାଜା କଥା

ସମସ୍ତେ କହନ୍ତି ନାରୀ ସନ୍ତାନ ମାନଙ୍କର ଜନନୀ । ଆଉ ପୁଣି ସନ୍ତାନ ମାନେ ଏ ଦେଶର ଭବିଷ୍ୟତ । ନାରୀ ମାତୃସ୍ୱରୂପା, ନାରୀ ସର୍ବ ସହଣୀ ।

average rating is 3 out of 5

ସୁନ୍ଦରୀ ଗଣିକା

ବିପରୀତ ବୁଦ୍ଧି ବିନାଶ କାଳ । ଧନ ଗର୍ବରେ ନିଜର ପିଲା ଛୁଆଙ୍କ ମୁଖକୁ ନଚାହିଁ ସୌଦାଗର ସେ ଗଣିକା ପଛରେ ଧାଇଁଲେ । ସେ ସୌଦାଗର ଜଣକ ମଧ୍ୟ ବିନା ଦୋଷରେ ତାଙ୍କ ସ୍ତ୍ରୀ ମାନଙ୍କୁ ଘରୁ ତଡିଦେଲେ । ଆଜି ସେ ସର୍ବସ୍ୱ ହରାଇ ଦାଣ୍ଡର ଭିକାରି ହେଲେ ।

average rating is 3 out of 5

ସାତ ସଉତୁଣୀ ମନ୍ଦିର କଥା

ସାଗର ମନ୍ଥନରୁ ଶେଷରେ ମୋତେ ଅମୃତ ତୁଲ୍ୟ ଗୁଣଜ୍ଞ ପୁଅ ମିଳି ଗଲା ।

average rating is 3 out of 5
bottom of page